Sunday, October 25, 2026

ଅତି ବିରାଟ ସିନା

ଅତି ବିରାଟ ସିନା ବୃକ୍ଷର ଆକାର ଅତିବ କ୍ଷୁଦ୍ର ମଞ୍ଜିରେ ସୁପତ ମଞ୍ଜି ଭୃଣ ଚାରା ଦିନୁ ଦିନ ବଢେ ଲଭିଲେ ବାତ୍ସଲ୍ୟ ଭୂକୋଳ ଗଣ୍ଡି ଶାଖା ପ୍ରଶାଖା ପତ୍ର ସୁଗନ୍ଧ ସୁମନ ସୁମିଷ୍ଠ ଫଳରେ ମଞ୍ଜି ଅନନ୍ତ ଶୟନରେ ଯୋଗ ନିଦ୍ରା ମହାଲକ୍ଷ୍ମୀ ସେବିତ ପାଦ ତଳ

No comments:

Post a Comment