Monday, October 26, 2026

ମୋ ଆଡେ ଥରୁଟିଏ

ମୋ ଆଡେ ଥରୁଟିଏ ଚାହିଁଦିଅନ୍ତୁ ବନମାଳୀ ତୁମ୍ଭେ ଜାଣ ମୁଁହି ବି ଜାଣେ ମୁହିଁ ନୁହେଁ ରାଧା ହୃଦୟ କମଳରେ ଛନ୍ଦା ଚରଣକୁ ସଦା ଚିନ୍ତେ ଚିନ୍ତାମଣୀ ହେ ଥରେ ନ ବୁଝିଲ ଆତ୍ମା ବାଧା

No comments:

Post a Comment