Monday, October 26, 2026

ଶ୍ରୀରାମ ସୀତା ଲକ୍ଷ୍ମଣ ମାରୁତି

ଶ୍ରୀରାମ ସୀତା ଲକ୍ଷ୍ମଣ ମାରୁତି ଚତୃର୍ଦ୍ଧା ପରମ ପାବନ କୀର୍ତ୍ତି ବଳଭଦ୍ର ସୁଭଦ୍ରା ଜଗନ୍ନାଥ ସୁଦର୍ଶନ ଚତୃର୍ଦ୍ଧାରେ ଆତ୍ମା ଭର୍ତ୍ତି ସାମ ଯଜୁ ଋକ ଅର୍ଥବ ଚତୃର୍ଦ୍ଧା ବିଷ୍ଣୁ ଶାଳଗ୍ରାମ ନିର୍ମଳ ଜ୍ଞାନ ଧର୍ମ ଅର୍ଥ କାମ ମୋକ୍ଷ ଚତୃର୍ଦ୍ଧା ଶ୍ରୀକ୍ଷେତ୍ରରେ ମଙ୍ଗଳ ଆଳତି

No comments:

Post a Comment