Wednesday, October 21, 2026

ସୂର୍ଯ୍ୟ ସୁଧାକର ଚକ୍ଷୁ

ସୂର୍ଯ୍ୟ ସୁଧାକର ଚକ୍ଷୁ ଚକାଡୋଳାଙ୍କର ନାହିଁ କାନ ଦୁଇଟି ଗୀତ ରସିଆ କେମିତି ଶୁଣିବି ପାରିଲେ ଶ୍ରୀଗୀତଗୋବିନ୍ଦ କାହିଁ ମୁହିଁ ବାଳୁତ କାଳରୁ କେଡେ ପ୍ରାଣ ବିକଳେ ଡାକୁଛି ହାତ ନ ରଖିଲେ ଶିରରେ ବଢ଼ାଇଲେ ନାହିଁ ଛନ୍ଦା ପାଦ

No comments:

Post a Comment