Friday, October 23, 2026

ମହାଲକ୍ଷ୍ମୀ ତୋର ହୃଦୟ

ମହାଲକ୍ଷ୍ମୀ ତୋର ହୃଦୟ କମଳ ସମାନ କୋମଳ ବନମାଳୀ ମଥାରେ ଥୋଇକି ହୋଇଲେ ପୁଲକିତ ତୋ ଅଭୟ ଚରଣ ଦୁଇକୁ ହୃଦୟ କମଳେ ସ୍ଥାପିଛି ନୟନ ପଥରେ ବିରାଜି ଜୀବନ କର ଆଲୋକିତ

No comments:

Post a Comment