Sunday, October 25, 2026

ଯେଉଁ ଜନ ଦେଖେ ଅଖିଳ ବିଶ୍ୱ

ଯେଉଁ ଜନ ଦେଖେ ଅଖିଳ ବିଶ୍ୱକୁ ଦାରୁବ୍ରହ୍ମ ଜଗନ୍ନାଥମୟ ଅଖିଳ ଜନନୀ ମହାଲକ୍ଷ୍ମୀ ରଖନ୍ତି ତାକୁ ପଣତ ଘୋଡେଇ ଯେଉଁ ଜନ ଭଜେ ହରି ତେଜିଣ ସକଳ ଇନ୍ଦ୍ରିୟ ବିକାର ବାସୁକୀ କଢାଏ ପଥ ବୈକୁଣ୍ଠକୁ ସର୍ବ ମାୟାକୁ ଆଡେଇ

No comments:

Post a Comment