Wednesday, October 21, 2026

ଆତ୍ମା ଶାରୀ ଲୋ କିମ୍ପା

ଆତ୍ମା ଶାରୀ ଲୋ କିମ୍ପା ଏଡ଼େ ଝୁରୁଛି ଚକାଡ଼ୋଳାଙ୍କୁ ସେ ଅଧାଗଢା ସତରେ କି ଆସିବେ ହୃଦୟ ମନ୍ଦିରେ ଝରାନା ଆଖିର ସବୁତକ ଲୁହ କିଛି ସାଇତି ରଖିଥା ଆତ୍ମା ଶାରୀ ଲୋ ଢାଳିଦେବୁ ଛନ୍ଦା କମଳ ପାଦରେ

No comments:

Post a Comment