Wednesday, October 21, 2026

ଇନ୍ଦ୍ରିୟ ବିକାରଙ୍କ କଥା ବୁଝୁ ବୁଝୁ କାଳ ଗଲା

ଇନ୍ଦ୍ରିୟ ବିକାରଙ୍କ କଥା ବୁଝୁ ବୁଝୁ କାଳ ଗଲା ବିଷ୍ଣୁ ମୋହିନୀ ମାୟା ନିଜକୁ ନ ହେଲା ଚିହ୍ନି ଦେହଟାକୁ ଆଧାର ପରିଚୟ ଭାବି ସେବିଲି କୃଷ୍ଣ ଛନ୍ଦା ଚରଣ ସୁଧା ତେଜି ଚିନିରେ ତୁନୀ

No comments:

Post a Comment