Wednesday, October 21, 2026

କେବଳ କେବଳ ତୁମ୍ଭରି

କେବଳ କେବଳ ତୁମ୍ଭରି ତୁମ୍ଭରି ପାଇଁକି କଳା ମୋହନ ହେ ମୋର ବାଡ଼ି ଅଗଣା ଚନ୍ଦନ ଅର୍ଗଳୀ ବାସେ ତୁଳସୀ ତୁଳସୀ ତୁମ୍ଭରି ଅଭୟ କମଳ ଛନ୍ଦା ଚରଣରେ ସର୍ବଦା ଆତ୍ମା ଭ୍ରମର ଚକାଡୋଳା ଦୃଷ୍ଟି ଦେଲେ ମନ ଆସିବ ଫିଙ୍ଗି ମୋହ କଳସୀ

No comments:

Post a Comment