Thursday, October 22, 2026

ଅର୍ଜୁନଙ୍କର ସଖା ମୋର ସଖା

ଅର୍ଜୁନଙ୍କର ସଖା ମୋର ସଖା କୁନ୍ତୀ ସ୍ତୁତି ମୋର ସ୍ତୁତି ଶ୍ରୀରାଧା ପ୍ରେମ ମୋ ପ୍ରେମ ଛନ୍ଦା ଚରଣ ମୋର ଗତି ଓଁକାର ବାସୁଦେବ ବ୍ରହ୍ମଦାରୁ ଅଧାଗଢା ଚକାଡୋଳା ଅପଲକ ବ୍ରହ୍ମାନନ୍ଦ ସମଦର୍ଶୀ ସତ୍ୟ ଧର୍ମ ଦୟା ଶାନ୍ତି

No comments:

Post a Comment