Sunday, October 25, 2026

ଦୀପାବଳୀ ଶୁଣ ଲୋ ଦୀପାବଳୀ

ଦୀପାବଳୀ ଶୁଣ ଲୋ ଦୀପାବଳୀ ତୋ ପାଖରେ ଅଛି ମୋ ବଡ଼ ଅଳି ଫୁଟେଇବୁ ନାହିଁ ବିସ୍ଫୋରକ ଫୁଟୁକା ଆସିବୁ ଯିବୁ ଆନନ୍ଦରେ ଦୀପ ଜାଳି

No comments:

Post a Comment