Thursday, October 22, 2026

ଗଣପତି ଶ୍ରୀଜଗନ୍ନାଥ ସମଦର୍ଶୀ

ଗଣପତି ଶ୍ରୀଜଗନ୍ନାଥ ସମଦର୍ଶୀ ସୂର୍ଯ୍ୟ ସୁଧାକର ନୟନ ଚକାଡୋଳା ପତିତପାବନ ଲକ୍ଷ୍ମଣ ଅଗ୍ରଜ ଜାନକୀ ପତି ଶ୍ରୀରାମ ତ୍ୟାଗ ବଳରାମ ଅନୁଜ ଶ୍ରୀରାଧା କୃଷ୍ଣ ପ୍ରେମ ଗରୁଡ ବିନତି ଅଧାଗଢା ଭୃଗୁ ପଦାଙ୍କିତ ବକ୍ଷ ମାରୁତି ହୃଦୟ ପଦ୍ମ କେଶର ଭ୍ରମର ନବଧା ଭକ୍ତି ନିଷ୍କାମ ପ୍ରେମ ଶୁଦ୍ଧ ଜ୍ଞାନ ଶ୍ରୀମଦଭାଗବତ ଗୀତଗୋବିନ୍ଦ ନିତ୍ୟ ବ୍ରହ୍ମ

No comments:

Post a Comment