Friday, October 23, 2026

ତୁମ୍ଭେ ଅଖିଳ କାରଣ

ତୁମ୍ଭେ ଅଖିଳ କାରଣ ହେ ଚକାଡୋଳା ହେ ବାସୁଦେବ ସମୟ ଷଢ଼ ଋତୁ ବର୍ଷ ତୁମ୍ଭେ ନର ତୁମ୍ଭେ ନାରୀ ହେ ଜଗନ୍ନାଥ ହେ ବ୍ରହ୍ମଦାରୁ ମୁକ୍ତି କୈବଲ୍ୟ ତୁମ୍ଭ ସ୍ପର୍ଶ

No comments:

Post a Comment