Sunday, October 25, 2026

ବିଦ୍ୟୁତଠାରୁ ଆହୁରି ବେଗ ମନର ଗତି

ବିଦ୍ୟୁତଠାରୁ ଆହୁରି ବେଗ ମନର ଗତି ଦେହ ଲାଗି ବୁଦ୍ଧି ଯୋଗାଡ଼ କଲା ଯାନ ସକଳ ଇନ୍ଦ୍ରିୟ ବିଭୋର ମାୟା ସ୍ପର୍ଶରେ କୃଷ୍ଣଙ୍କୁ ନ ଭେଟି ଉଡ଼ିଗଲା ପିଣ୍ଡରୁ ପ୍ରାଣ

No comments:

Post a Comment