Wednesday, October 21, 2026

ଯଦି ମୋ ଆତ୍ମା କେବେ ଶ୍ୟାମ ସୁନ୍ଦରଙ୍କୁ ଭେଟିବ

ଯଦି ମୋ ଆତ୍ମା କେବେ ଶ୍ୟାମ ସୁନ୍ଦରଙ୍କୁ ଭେଟିବ ମନରେ ମୁହିଁ ସର୍ବଦା ରହିବି ଛନ୍ଦା ପାଦ ଆଶ୍ରା କରି ବିକାର କଥାରେ ପଡି ବେକାର କଲୁ ତୁହି ଜୀବନ ଏକା ରହିବୁ ତୁ ଦେହରେ ମରିବୁ ମୋତେ ଝୁରି ଝୁରି

No comments:

Post a Comment