Friday, October 23, 2026

ବାଡ଼ି କଦଳୀ ଗଛରେ

ବାଡ଼ି କଦଳୀ ଗଛରେ ପତ୍ର ଥାକକୁ ଥାକ ଲୋ ସଜନୀ କେବଳ ମଝିରେ ଅଖିଳ ଜନ ମନ ସୁନ୍ଦର କଦଳୀ ଭଣ୍ଡା ବଡ ଦାଣ୍ଡରୁ ବାଇଶି ପାହାଚ ଥାକକୁ ଥାକ ଲୋ ସଜନୀ ଶ୍ରୀମନ୍ଦିରେ ଚତୃର୍ଦ୍ଧା ମୂର୍ତ୍ତୀ ଲକ୍ଷ୍ମୀ ହାତେ ଶୁକ୍ଳ ଧାନ କେଣ୍ଡା

No comments:

Post a Comment