Sunday, October 25, 2026

ମାଆ ଗୋ ମହାଲକ୍ଷ୍ମୀ

ମାଆ ଗୋ ମହାଲକ୍ଷ୍ମୀ ତୋର କମଳ ପାଦରେ ଚଞ୍ଚଳ ମନ ଥୋଇଲି ମାଆ ମାଆ ମାଆ ମୋ ମାଆ ଦେଇଦେବୁ ଅଖିଳ ପିତା ଜଗନ୍ନାଥଙ୍କୁ ବହୁତ ବହୁତ ବହୁତ କରି କହିବୁ ପତିତ ରାମ ବିଷୟରେ ମୋ ମାଆ ମାଆ ଗୋ ତୋ ରାମ ସଦା ଲୁହ ଢାଳେ ଗୋବିନ୍ଦ ପାଦ ପଖାଳିବାକୁ

No comments:

Post a Comment