Wednesday, October 21, 2026

ଆଜି ମୁହିଁ ମୋହନେ

ଆଜି ମୁହିଁ ମୋହନେ ଦେଲି ଚାହିଁ ଆଗୋ ପ୍ରାଣ ସହୀ ବିକାର ଭୂମିରେ ପଡିଲା ଇନ୍ଦ୍ରିୟ ଦେହକୁ ଭୁଲିଗଲା କେବଳ ଚକାଡୋଳା ଦୁଇଟିରେ କିବା ଲୋ ମହନୀ ଘଣ୍ଟ ଶଙ୍ଖ ହରି ବୋଲ କିଛି ମୋ କର୍ଣ୍ଣକୁ ନ ଶୁଭିଲା

No comments:

Post a Comment