Wednesday, October 21, 2026

ଅଶେଷ କାମନା ନିମନ୍ତେ ଅଶେଷ ବିକଟ ମସ୍ତକ

ଅଶେଷ କାମନା ନିମନ୍ତେ ଅଶେଷ ବିକଟ ମସ୍ତକ ମାଆ ଗୋ ରାମ ନ ଜାଣେ ରାବଣ ମରଣ ଭେଦ କୃପା କର ଅଖିଳ ଜନନୀ ଦୁର୍ଗତି ନାଶିନୀ ଦୁର୍ଗା ଜାନକୀ ଉଦ୍ଧାର ଲାଗି ରାମ ଇଛେ ରାବଣ ବଧ

No comments:

Post a Comment