Friday, October 23, 2026

ବଳିଆ ଓ କାଳିଆ ଅତି ଅନ୍ତରଙ୍ଗ

ବଳିଆ ଓ କାଳିଆ ଅତି ଅନ୍ତରଙ୍ଗ ଭାଇ ଅଲିୟଳୀ ଭଉଣୀଟିର ନାମଟି ସୁଭଦ୍ରା ଜଗତ ଦୁଃଖ ସାଉଁଟିବାରେ ଏଡ଼େ ବ୍ୟସ୍ତ ସୂର୍ଯ୍ୟ ସୁଧାକର ଦୁଇ ନୟନ ନାହିଁ ନିଦ୍ରା

No comments:

Post a Comment