Monday, October 26, 2026

ଳ ଚକ୍ର ସମୟ ଚକ୍ର ଜୀବନ ଚକ୍ର ସୁଦର୍ଶନ ଚକ୍ର

ଜଳ ଚକ୍ର ସମୟ ଚକ୍ର ଜୀବନ ଚକ୍ର ସୁଦର୍ଶନ ଚକ୍ର ଜଗତ ମଙ୍ଗଳେ ଘୁରନ୍ତି ପଡି ତୋ ଚକାଆଖି ଦୃଷ୍ଟି ପଡି ତୋ ଚକାଆଖି ଦୃଷ୍ଟି ପ୍ରେମ ଭରା ଜୀବ ହୃଦ ପ୍ରେମ ଭରା ଜୀବ ହୃଦ ବଞ୍ଚେ ସଦା ମଙ୍ଗଳ ବୃଷ୍ଟି

No comments:

Post a Comment