Sunday, October 25, 2026

ଆଜି ଏହି ଅଖିଳ ବ୍ରହ୍ମାଣ୍ଡ

ଆଜି ଏହି ଅଖିଳ ବ୍ରହ୍ମାଣ୍ଡ ଟେକି ଦେଲି ତୁମ୍ଭ ହାତରେ ଅପଲକ ଚକାଡୋଳା କୃପା ଦୃଷ୍ଟି ସମ କରିଥିବ ଯତ୍ନ କ୍ଷୁଦା ତୃଷା ନିଦ୍ରାକୁ ଚିନ୍ତା କରନି ଅଛି କମଳା କୋଳ ସତ୍ୟ ଧର୍ମ ପ୍ରେମ ଅହିଂସା କ୍ଷମା ଦୟା ଜୀବନ ରତ୍ନ

No comments:

Post a Comment