Monday, October 26, 2026

ବୃକ୍ଷ ଡ଼େମ୍ଫରେ ଫୁଲ ଫଳ ବନ୍ଧା

ବୃକ୍ଷ ଡ଼େମ୍ଫରେ ଫୁଲ ଫଳ ବନ୍ଧା ଜୀବ ଦେହ ବନ୍ଧା ପାଞ୍ଚ ଭୂତରେ ମନ ଆତ୍ମା ବନ୍ଧା ଛନ୍ଦା ଚରଣରେ ଭାଵ ବନ୍ଧା ନୀଳଚକ୍ର ନେତରେ

No comments:

Post a Comment