Saturday, October 24, 2026

ଉମା ପତି ମହାଦେବ ହୋଇଲେ

ଉମା ପତି ମହାଦେବ ହୋଇଲେ ଚିର ଶଶ୍ମାନ ବାସୀ କାମିନୀ ଦେଖିଣ ହୋଇଲେ ରଙ୍କା କନ୍ଦର୍ପ ଶିର ବଙ୍କା କାଳିଦଳା ବନମାଳୀ ଛନ୍ଦା ଚରଣ ଆତ୍ମା ସଦା ଝୁରେ କାହିଁ ଗଲେ ଶ୍ରୀରାଧା କେବଳ ପ୍ରେମ ମୁରଲୀ ଫୁଙ୍କା

No comments:

Post a Comment