Thursday, October 22, 2026

ଜ୍ଞାନକୁ ସାଲୋକ୍ୟ ଭକ୍ତିକୁ

ଜ୍ଞାନକୁ ସାଲୋକ୍ୟ ଭକ୍ତିକୁ ସମୀପ ପ୍ରେମକୁ ସାଜୁଯ୍ୟ ସମର୍ପିଣ କଳିଯୁଗେ ବ୍ରହ୍ମଦାରୁ ବ୍ରହ୍ମାନନ୍ଦ ଚକାଡୋଳା ବୁଦ୍ଧି ଯୋଗ କରି ଚଢିଲେ ବାଇଶି ପାବଛରୁ ଗୋଟିଏ ବିଶାଳ ବାହୁ ପ୍ରସାରି ଦୃଢ଼େ ଆଲିଙ୍ଗନ ଦ୍ୟନ୍ତି ନନ୍ଦବଳା

No comments:

Post a Comment