Wednesday, October 21, 2026

ମହାଦାନୀ ବୋଲି ସଂସାର ସାରା ହୁରି ପଡୁଛି

ମହାଦାନୀ ବୋଲି ସଂସାର ସାରା ହୁରି ପଡୁଛି ଏଡ଼େ ବଡ଼ ବଡ଼ ଚକାଡ଼ୋଳାରେ କଣ ଚାହିଁଛ କିଛି ବଡ଼ ମାଗୁ ନାହିଁ ଥରୁଟିଏ ଚରଣ ଛୁଇଁବି ଅଧାଗଢାର ବାହାନା କରି କିବା ସୁଖ ପାଉଛ

No comments:

Post a Comment