Monday, October 26, 2026

ଚନ୍ଦ୍ର ସୂର୍ଯ୍ୟ ଚକ୍ଷୁ ଯୋଡିକ ସର୍ବଦା ମଙ୍ଗଳାଳୟ

ଚନ୍ଦ୍ର ସୂର୍ଯ୍ୟ ଚକ୍ଷୁ ଯୋଡିକ ସର୍ବଦା ମଙ୍ଗଳାଳୟ ବିଶାଳ ହୃଦୟରେ କମଳିନୀଙ୍କର ଚିର ନିବାସ ବ୍ରହ୍ମଦାରୁ ମହାବାହୁ ଛାଇରେ ବସିଛି ମୁଁ ପତିତ ଦର୍ଶନରୁ ମୋତେ ବଞ୍ଚିତ ନ କରିବ ପୀତବାସ

No comments:

Post a Comment