Sunday, October 25, 2026

ଚକାଡୋଳା କୁଆଁର ପୁନେଇ

ଚକାଡୋଳା କୁଆଁର ପୁନେଇ ଜହ୍ନ ମୋ ଲୋ ଫୁଲ ବଉଳ ବେଣୀ ଅଜ୍ଞାନ ଅନ୍ଧାରେ ଦେଖାନ୍ତୁ ପଥ ବୈକୁଣ୍ଠକୁ ମୁହିଁ ଠିକଣା ନାହିଁ ଜାଣି ଚକାଡୋଳା କୁଆଁର ପୁନେଇ ଜହ୍ନ ମୋ ଲୋ ଫୁଲ ବଉଳ ବେଣୀ ସ୍ପଷ୍ଟ ଦିଶୁ ମୋ ପାପ ଅନୁତାପ ଲୁହରେ ପାଦ ପଖାଳିବି ବେଣୁପାଣି

No comments:

Post a Comment