Sunday, October 25, 2026

ଯେତେ ଦେଖିଲେ ବ୍ରହ୍ମଦାରୁ

ଯେତେ ଦେଖିଲେ ବ୍ରହ୍ମଦାରୁ ଚକାଡୋଳାଙ୍କୁ ସେତେ ଲାଗନ୍ତି ଜଗନ୍ନାଥ ମହାବାହୁ ସୁନ୍ଦର ଲୀଳାନିଧିଙ୍କର ଲୀଳା ଅଥଳ ଅକୂଳ ମଧୁର ମନୁଷ୍ୟ ହୋଇ କିଏ କଳିବ ନୀଳ ମନ୍ଦର

No comments:

Post a Comment