Sunday, October 25, 2026

ଚକାଡୋଳା ଯେଉଁଦିନ ଭୁଞ୍ଜିବେ

ଚକାଡୋଳା ଯେଉଁଦିନ ଭୁଞ୍ଜିବେ ମୋ ଘରେ ଅନ୍ନ ବ୍ୟଞ୍ଜନ ଅତି ଆକୁଳ ବିକଳରେ ମିନତି କରିବି ଛୁଇଁବାକୁ ପଦ୍ମପାଦ କମଳା ହୃଦୟ କମଳ କେଶର ଭ୍ରମରଙ୍କୁ ଚକ୍ଷୁ ଦେଖୁଥିବ ସମୁଦ୍ର ନଦୀ ମିଶିବ ଶେଷ ହେବ ଜୀବ ଆତ୍ମା ଦ୍ୱନ୍ଦ୍ୱ ଭେଦ

No comments:

Post a Comment