Thursday, October 1, 2026

ସାହି କି ପଡିଶା କାହା ବାଡ଼ିରେ

ସାହି କି ପଡିଶା କାହା ବାଡ଼ିରେ ଚମ୍ପା ଫୁଟିଲେ ମୋର ବାଡ଼ି ଅଗଣା ବି ସୁଗନ୍ଧ ମହ ମହ ବାସେ ବରୁଣ ଜାମାତା ବ୍ରହ୍ମଦାରୁ କାଳିଆ ମୋ କିଏ କି ଚାରି ଚକ୍ଷୁ ହେଲେ ଆତ୍ମା ସମାନ ମୁରୁକି ହସେ

No comments:

Post a Comment