Monday, October 5, 2026

ଥରେ କେବଳ ମୋ ଆତ୍ମା ଛନ୍ଦା ଚରଣରେ ଲୋଟିବ

ଥରେ କେବଳ ମୋ ଆତ୍ମା ଛନ୍ଦା ଚରଣରେ ଲୋଟିବ ହେ ନାଥ ନାରାୟଣ ବାସୁଦେବ କେବେ ଦୟା ହେବ କେବେ ଦୟା ହେବ ଏହି ପାପୀ ଶିର ଚରଣ ଛୁଇଁବ ଶିର ଚରଣ ଛୁଇଁଲେ ମନୁଷ୍ୟ ଜନ୍ମ ସାର୍ଥକ ହୋଇବ

No comments:

Post a Comment