Sunday, October 18, 2026

ଶ୍ରୀରାମ ଦାସ ଭଜେ ନବ ଦୁର୍ବାଦଳ

ଶ୍ରୀରାମ ଦାସ ଭଜେ ନବ ଦୁର୍ବାଦଳ ବିଷ୍ଣୁ ଚିତ୍ତ ସଦା ସ୍ମରେ ମେଘ ଶ୍ୟାମ ଶ୍ରୀହରି ଦାସ ଭଜେ କୃଷ୍ଣ ନୀଳମଣି ହୃଦ ପଦ୍ମରେ ତିନିହେଁ ହିଁ ଦାରୁବ୍ରହ୍ମ

No comments:

Post a Comment