Wednesday, October 7, 2026

ରାମ କୃଷ୍ଣ ହରି ରାମ

ରାମ କୃଷ୍ଣ ହରି ରାମ କୃଷ୍ଣ ହରି ଭଜ ମୋ ମନ ଚିନ୍ତ ମୋ ମନ ଅହଲ୍ୟା ଉଦ୍ଧାର ପାବନ ଚରଣ ଭଜ ମୋ ମନ ରାମ କୃଷ୍ଣ ହରି ରାମ କୃଷ୍ଣ ହରି ଚିନ୍ତ ମୋ ମନ ଗୋପି ଗୋପାଳ ପରମ ଶରଣ

No comments:

Post a Comment