Thursday, October 15, 2026

କାଳିଆ ରଜାର

କାଳିଆ ରଜାର ଟାହିଆରେ ଆଖି ଲାଖିଲା ଚକାଡୋଳାରେ ଲାଖିଲା ମୋ ପ୍ରାଣ ପକ୍ଷୀ ମହାବାହୁ ଭିଡକୁ ପାତକୀ ଆତ୍ମା ଝୁରିମଲା ଅଧାଗଢା ଚରଣରେ ହୃଦୟ ଦେଇଛି ବିକି

No comments:

Post a Comment