Sunday, October 4, 2026

କୃଷ୍ଣଙ୍କୁ ଲୁଚାଇ ରାଧାଙ୍କୁ ଆଣିବୁ

କୃଷ୍ଣଙ୍କୁ ଲୁଚାଇ ରାଧାଙ୍କୁ ଆଣିବୁ ରାଧାଙ୍କୁ ଲୁଚାଇ କୃଷ୍ଣଙ୍କୁ ଆଣିବୁ ନବଧା ଭକ୍ତି ରାଧା କୃଷ୍ଣ ଛନ୍ଦିବୁ ହୃଦ ପଦ୍ମେ ଛନ୍ଦା ପାଦ ବନ୍ଦିବୁ

No comments:

Post a Comment