Friday, October 16, 2026

ନୀଳକନ୍ଦରରୁ ଉଡି ଆସିଥିଲି

ନୀଳକନ୍ଦରରୁ ଉଡି ଆସିଥିଲି ମାୟା ମୋହିନୀ ପଛରେ ପରିଚୟ ମୋହ ଆତ୍ମା ଶାରୀ ନାମଟି ବିଷ୍ଣୁ ଚରଣ ଦାସ ମାୟା ଜାଲରେ ବିକଳ ପ୍ରାଣ କାଳ ଶବର ବାନ୍ଧି ନେବ ହେ ପତିତପାବନ କମଳା ହୃଦୟ ବାହୁଡ଼ାଇ ନିଅ ପାଶ

No comments:

Post a Comment