Tuesday, October 20, 2026

ରାମଙ୍କୁ ଭେଟିବି କିବା ଜଣା ନାହିଁ

ରାମଙ୍କୁ ଭେଟିବି କିବା ଜଣା ନାହିଁ ରାମ ରାମ ଉଚ୍ଚାରଣ ଭାରି ମିଠା କୃଷ୍ଣଙ୍କୁ ଭେଟିବି କିବା ଜଣା ନାହିଁ ଛନ୍ଦା ପାଦ ହେଲା କାଣ୍ଡିଆ ଅଠା

No comments:

Post a Comment