Monday, October 19, 2026

ସୂର୍ଯ୍ୟ ଅସ୍ତ ହେଲାବେଳେ

ସୂର୍ଯ୍ୟ ଅସ୍ତ ହେଲାବେଳେ ପଶ୍ଚିମ ଦିଗରେ ଗୋବିନ୍ଦ ଚରଣରେ ଉଦୟ ହୁଏ ଅନୁରାଗ ବୈଷ୍ଣବ ଆଳତି କରେ ସୂର୍ଯ୍ୟ ଚନ୍ଦ୍ର ଚକ୍ଷୁଙ୍କୁ ଶାକ୍ତ ସ୍ମରେ ମାଆ ଶୈବ ଆଚରେ ଯୋଗ

No comments:

Post a Comment