Friday, October 16, 2026

ସଂସାର ସାଗରରେ ଭାସୁଛି ଭେଳା

ସଂସାର ସାଗରରେ ଭାସୁଛି ଭେଳା ଗଳାରେ ଝୁଲୁଛି ବଡ ଜଞ୍ଜାଳ ମାଳା ମନ ବୁଝେ ହେଲେ ଦେହ ପାରେନା ଉଦ୍ଧାର କର ପ୍ରଭୁ ହେ ଚକାଡୋଳା

No comments:

Post a Comment