Sunday, October 18, 2026

ରଜନୀ ଗଭାରେ ଅର୍ଦ୍ଧ ଚନ୍ଦ୍ରମା ହେ ଜଗନ୍ନାଥ

ରଜନୀ ଗଭାରେ ଅର୍ଦ୍ଧ ଚନ୍ଦ୍ରମା ହେ ଜଗନ୍ନାଥ ତୁମ୍ଭେ ଉଷା କୋଳରେ ସୁନ୍ଦର ବାଳୁତ ସୂର୍ଯ୍ୟ ଗରୁଡ ପଛରୁ ପରମ ପତିତପାବନ ଚକାଆଖି ସନାତନ ଧର୍ମ ସାରଥି ଅପ୍ରମେୟ ତୁମ୍ଭ ଧର୍ଯ୍ୟ

No comments:

Post a Comment