Monday, October 5, 2026

ବିଡି ପିଇ ସାରିବା ଆଗରୁ

ବିଡି ପିଇ ସାରିବା ଆଗରୁ ନାଡ଼ୀ ଫିଙ୍ଗି ଦେଲି ଇନ୍ଦ୍ରିୟ ଭୋଗ ଶେଷ ଆଗରୁ ଫିଙ୍ଗିଲି ଶରୀର ଯାହାଙ୍କୁ ଚିନ୍ତିଥିଲେ ଜୀବନ ଅମର ହୋଇଥାନ୍ତି ନାମ ରୂପ ଲୀଳା ନ ଚିନ୍ତିଲି ଦିନେ ସେ ହରିର

No comments:

Post a Comment