Monday, October 5, 2026

ଆଖି ଦେଖୁଛି ତୁମ୍ଭେ ନିରବ ଚକାଡୋଳା

ଆଖି ଦେଖୁଛି ତୁମ୍ଭେ ନିରବ ଚକାଡୋଳା ଭାବ ଦେଖୁଅଛି ଜଗନ୍ନାଥ ଗୁଣ୍ଡିଚା ଉତ୍ସବ ହୃଦୟ ସ୍ପନ୍ଦନଠାରୁ ନିକଟତର ବ୍ରହ୍ମଦାରୁ ଅଧାଗଢା ଚରଣ ଲଭିଲେ ଆତ୍ମା ଚୁମିବ

No comments:

Post a Comment