Tuesday, October 13, 2026

ହେଜ ମୂଢ଼ ଦୁଲର୍ଭ

ହେଜ ମୂଢ଼ ଦୁଲର୍ଭ ମନୁଷ୍ୟ ଜନ୍ମ ଅମୁହାଁ ହୃଦୟ ମନ୍ଦିରରେ ଚାରି କୋଠରୀ ହଳାୟୁଧ ବଳଭଦ୍ର ତାରିଣୀ ଭଦ୍ରା ବନମାଳୀ ଗୋବିନ୍ଦ ଚକ୍ରରାଜ ସୁଦର୍ଶନ ସଞ୍ଚିତ ନିଷ୍କାମ ପ୍ରେମ ସେଵା ଫଳକୁ ଘୋରି କଲେ ପାପ ଚକ୍ଷୁ ପତା ଅଞ୍ଜନ ବ୍ରହ୍ମଦାରୁ ଚକାଡୋଳା ଅପଲକ ଇହ କାଳ କ୍ଷଣ ଅନୁକ୍ଷଣ କରନ୍ତି ବ୍ରହ୍ମାନନ୍ଦ

No comments:

Post a Comment