Sunday, October 18, 2026

ଜନନୀ ନୟନ କରୁଣା ସମୁଦ୍ରରେ

ଜନନୀ ନୟନ କରୁଣା ସମୁଦ୍ରରେ ଯେଉଁ ସନ୍ତାନ ସ୍ନାନ କରିଅଛି ଯେଉଁ ସନ୍ତାନ ମାପିଅଛି ଜନକ ହୃଦୟର ସୁଖ ଦୁଃଖରେ ସ୍ପନ୍ଦନ ଗରୁଡ ପଛରେ ଉର୍ଦ୍ଧ୍ୱ ବାହୁ ହେଲେ ନିଶ୍ଚୟ ଭେଟିବ ଶ୍ରୀଜଗନ୍ନାଥ ଶିର ଛୁଇଁବ ଅଧାଗଢା ଅଭୟ ଚରଣ ମହାବାହୁ ଦୃଢ଼ ଆଲିଙ୍ଗନ

No comments:

Post a Comment