Saturday, October 17, 2026

କିବା କୁହୁକ ଅଛି

କିବା କୁହୁକ ଅଛି ବନମାଳୀଙ୍କର ଚକାଡ଼ୋଳାରେ ଦେହ ମନ ଆତ୍ମା ସଂସାର ଛାଡି ଆସିଲେ ପଳାଇ କିବା କୁହୁକ ଅଛି ଅର୍ଜୁନ ସଖା ରଥର ଦଉଡିରେ ବିକାର ଠେଲି ବ୍ରହ୍ମାଣ୍ଡ ଭିଡୁଛି ସବୁ ବଳ ମିଳେଇ

No comments:

Post a Comment