Tuesday, October 6, 2026

ବୈକୁଣ୍ଠରେ ନାହିଁ ସୂର୍ଯ୍ୟ

ବୈକୁଣ୍ଠରେ ନାହିଁ ସୂର୍ଯ୍ୟ କିବା ଚନ୍ଦ୍ରଙ୍କର ଆତ ଯାତ ତେଣୁ ଚର୍ମ ଚକ୍ଷୁକୁ ଶ୍ରୀଜଗନ୍ନାଥ ଦିଶନ୍ତି ରାତ୍ରି କଳା ଆପଣା ଅଜ୍ଞାନ ଅନ୍ଧାରରେ ଜୀବନ ସାରା ଖୋଜୁଛି ଥରୁଟେ ଶିର ଛୁଇଁ ନ ପାରିଲା ଅଧାଗଢା ନନ୍ଦ ବଳା

No comments:

Post a Comment