Saturday, October 10, 2026

ପଞ୍ଚ ଭୁତ ତୁମ୍ଭରି ସାକାର ରୂପ

ତୁମ୍ଭେ ଓଁକାର ଗାୟତ୍ରୀ ପଞ୍ଚ ଭୁତ ତୁମ୍ଭରି ସାକାର ରୂପ ସୂର୍ଯ୍ୟ ଶଶୀ ଚକ୍ଷୁ ନିରନ୍ତର ନିଷ୍କାମ ସେବା ପରମ ଧର୍ମ ଗରୁଡ ପଛରୁ କଲି ତୁମ୍ଭ ଭୁବନ ମୋହନ ରୂପ ଦର୍ଶନ ଅଖିଳ ସୁଚାରୁ ପାଳନେ ବ୍ରହ୍ମଦାରୁ କୃଷ୍ଣ ସୁଭଦ୍ରା ରାମ

No comments:

Post a Comment