Thursday, October 8, 2026

ସତ୍ୟଯୁଗରେ ବେଦ ସ୍ତୁତି କଲେ ଚିହ୍ନି

ସତ୍ୟଯୁଗରେ ବେଦ ସ୍ତୁତି କଲେ ଚିହ୍ନି ତ୍ରେତାରେ ମୁନୀ ଦେଖି ହେଲେ ତୁନୀ ଦ୍ଵାପରେ ଗୋପୀଙ୍କୁ ବାଇ କଲା ବଂଶୀ କଳିରେ ଚକାଡୋଳା ଦେହ ମଞ୍ଜି ଜହ୍ନି

No comments:

Post a Comment