Sunday, October 4, 2026

ଇନ୍ଦ୍ରିୟ ଭୋଗ କେବଳ ପରମ ଯାତନା

ଇନ୍ଦ୍ରିୟ ଭୋଗ କେବଳ ପରମ ଯାତନା ଅଭାବ ନ ହୁଏ କେବେ ମନରେ କଳ୍ପନା ଚକାଆଖିକୁ ଛାଡି ସଂସାରେ ସବୁ ଦରିଦ୍ର ଯେତିକି ନିକଟ ହେବୁ ସେତିକି ସାନ୍ତ୍ୱନା

No comments:

Post a Comment